ଡରୁଛନ୍ତି ସରକାର :ହୋଇପାରୁନି କାର୍ଯ୍ୟାନୁଷ୍ଠାନ

ସ୍ୱାଭାବିକ ହେଲାନି ଯୁକ୍ତ ୨ ଖାତାଦେଖା ଭୁବନେଶ୍ୱର: ୭ ଦିନ ବିତିଯାଇଥିଲେ ମଧ୍ୟ ଯୁକ୍ତ୨ ଖାତା ଦେଖା ସ୍ୱାଭାବିକ ହୋଇପାରିନି। ମୂଲ୍ୟାୟନ ଲାଗି ନିଯୁକ୍ତି ପତ୍ର ଦିଆଯାଇଥିବା ସମସ୍ତ ଅଧ୍ୟାପକ ଏପର୍ଯ୍ୟନ୍ତ ଖାତା ଦେଖାରେ ସାମିଲ ହୋଇ ନାହାନ୍ତି। ୩ ଦିନ ତଳେ ମୂଲ୍ୟାୟନରେ ଯୋଗଦେଉ ନ ଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଚୁପ୍‌ ହୋଇଯାଇଛି। ଆଜି ସୁଦ୍ଧା ୬୫ … Continue reading ଡରୁଛନ୍ତି ସରକାର :ହୋଇପାରୁନି କାର୍ଯ୍ୟାନୁଷ୍ଠାନ